Latestକ୍ରୀଡାଜାତୀୟ ଆଜି ଖେଳାଯିବନି ମାଞ୍ଚେଷ୍ଟର ଟେଷ୍ଟ September 10, 2021 admin ମାଞ୍ଚେଷ୍ଟର: ବନ୍ଦ ରହିଲା ମାଞ୍ଚେଷ୍ଟର ଟେଷ୍ଟ । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଆଜି ଖେଳାଯିବାକୁ ଥିଲା । ତେବେ ଉଭୟ ଦଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଟିଏ ଦିନ ଲାଗି ଘୁଞ୍ଚାଯାଇଛି ମ୍ୟାଚ୍ । ସଦ୍ୟ ସୂଚନା ମୁତାବକ ଆସନ୍ତାକଲିଠାରୁ ଆରମ୍ଭ ହେବ ମ୍ୟାଚ୍ । ଆଜି ନୁହେଁ ଆସନ୍ତାକାଲି ଖେଳାଯିବ ଅନ୍ତିମ ଟେଷ୍ଟ Share