Friday, October 30, 2026
Latestରାଜନୀତି

ବହିଷ୍କାର ହେବା ପରେ ପ୍ରତିକ୍ରିୟା

ଭୁବନେଶ୍ୱର() ଜନବିରୋଧୀ କାମ ଅଭିଯୋଗ ରେ ଦଳରୁ ବହିଷ୍କାର ହେବାପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି କହିଛନ୍ତି ପ୍ରଦୀପ। ଦଳ ତରଫରୁ ଯେଉଁ କାର୍ଯ୍ୟ ଦିଆଯାଇଛି ତାକୁ କରିଛି ବୋଲି କହିଛନ୍ତି ପ୍ରଦୀପ ।ସେ କିପରି ଦଳର ପାର୍ଥି ଙ୍କୁ ହରାଇବାରେ ଚେଷ୍ଟା କରିଛନ୍ତି ତାର ଉତ୍ତର ମାଗିଛନ୍ତି ପ୍ରଦୀପ।

ସୂଚନାଯୋଗ୍ୟ , ପାଠକ ବାପ-ପୁଅଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇଥିଲେ ପ୍ରଦୀପ।ପ୍ରଦୀପଙ୍କୁ ଦଳରୁ ବହିଷ୍କୃତ କଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

18 − 14 =