Friday, October 30, 2026
Latestଜାତୀୟ

ୟୁକ୍ରେନ ଛାଡ଼ିଲେଣି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ରୁଷର ପରଠାରୁ ୪୦ ଅଧିକ ଲୋକ ୟୁକ୍ରେନ ଛାଡ଼ଛନ୍ତି । ବୋଲି ଜାତିସଂଘର ଶରଣାର୍ଥୀ ଏଜେନ୍ସି ଏହି ତଥ୍ୟ ଜାରି କରିଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହା ୟୁରୋପରେ ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ବୋଲି ଏଜେନ୍ସି କହିଛି। ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ବୁଧବାର ଏକ ୱେବସାଇଟରେ ପୋଷ୍ଟ କରିଥିବା ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ୧୦ ହଜାର ଲୋକ ୟୁକ୍ରେନ ଛାଡିଛନ୍ତି।
ସେଥିମଧ୍ୟରୁ ୨୩ ଲକ୍ଷ ଲୋକ ପୋଲାଣ୍ଡ ପଳାଇଛନ୍ତି | ଏହାଛଡ଼ା ୟୁକ୍ରେନର ପ୍ରାୟ ୬୫ ଲକ୍ଷ ଲୋକ ବାସହରା ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

18 + 7 =