ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ତେବେ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଶନିବାର ଫାଶୀ ପାଇବାର ଥିଲା। କିନ୍ତୁ ଆଇନର ଫାନ୍ଦରେ ଏହା ପୁଣି ଛନ୍ଦି ହୋଇଯିବାରୁ ଫେବ୍ରୁଆରି ପହିଲା ପାଇଁ ଜାରି ହୋଇଥିବା ୪ ଜଣଙ୍କ ଡେଥ୍ ୱାରେଣ୍ଟ ଉପରେ ଅଦାଲତ ରହିତାଦେଶ ଲଗାଇଛନ୍ତି। ତେବେ ପରବର୍ତ୍ତୀ କେଉଁ ତାରିଖରେ ଫାଶୀ ଦିଆଯିବ ତାହା ସ୍ପଷ୍ଟ କରିନାହାନ୍ତି।

Share

Leave a Reply

Your email address will not be published. Required fields are marked *

1 × 1 =