ଆରମ୍ଭ ହେଲା ମାରିକମ୍‌ଙ୍କ ବିଜୟ ଅଭିଯାନ

ହଙ୍ଗେରୀ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତର ଷ୍ଟାର ବକ୍ସର ମାରୀ କମ୍ । ପ୍ରଥମ ମୁକାବିଲାରେ ସହଜ ବିଜୟ ହାସଲ କରିଛନ୍ତି ମାରୀ କମ୍ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ଖେଳାଳିଙ୍କୁ ୪-୧ରେ ହରାଇଛନ୍ତି । ଏହି ବିଜୟ ସହ ମ୍ୟାରୀକମ୍ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ମାରୀ କମ୍ ଆସିବା ମାତ୍ରେ ଆଟାକ୍ ଆରମ୍ଭ କରିଦେଇଥିଲେ । ତାଙ୍କ ପରବର୍ତୀ ମୁକାବିଲା ଜୁଲାଇ ୨୯ ତାରିଖରେ କଲମ୍ବିଆର ଭିକ୍ଟୋରିଆଙ୍କ ସହ ହେବ ।

Share

Leave a Reply

Your email address will not be published. Required fields are marked *

5 + nine =