ଚିଟଫଣ୍ଡ ବିଲକୁ ମଂଜୁରୀ

ନୂଆଦିଲ୍ଲୀ ()  ଚିଟଫଣ୍ଡ ବିଲକୁ କେନ୍ଦ୍ର କ୍ୟାବିନେଟ ଆଜି ମଂଜୁରୀ ଦେଇଛି । କ୍ୟାବିନେଟର ମଂଜୁରୀ ପାଇବା ପରେ ଏହା ସଂସଦରେ ଉପସ୍ଥାପିତ କରାଯିବ । ଏହି ବିଲର ବ୍ୟବସ୍ଥା ଅ ।ନୁସାରେ ଚିଟଫଣ୍ଡରେ ଜମା କରିଥିବା ବ୍ୟକ୍ତି ବିଶେଷଙ୍କର ସ୍ୱାର୍ଥକୁ ସଂରକ୍ଷିତ ରଖାଯାଇଛି । ଜମାକାରୀମାନଙ୍କ ବୋଝ ଲାଘବ କରିବା ପାଇଁ କେନ୍ଦ୍ର ସରକାର ଚିଟଫଣ୍ଡ ବିଲରେ କେତେକ ସଂଶୋଧନ ସହିତ ଏହାକୁ ମଂଜୁରୀ ଦେଇଛନ୍ତି । ଚିଟଫଣ୍ଡ ଜମାକାରୀଙ୍କ ଅର୍ଥକୁ ସୁରକ୍ଷିତ ରଖିବା ଉଦେ୍ଧଶ୍ୟରେ ଏହି ବିଲ ଅଣାଯାଇଛି ।

Share

Leave a Reply

Your email address will not be published. Required fields are marked *

5 + 11 =