ଟିଏମସିରେ ଯୋଗ ଦେବା ପରେ ଏମିତି କହିଲେ ବାବଲ ସୁପ୍ରିୟୋ

କୋଲକାତା: ଶନିବାର ଟିଏସିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । କିଛିଦିନ ପୂବେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗଦେବା ପରେ ବାବୁଲ କହିଛନ୍ତି କି, ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଏହାର କାରଣ ଦର୍ଶାଇ ବାବୁଲ ସୁପ୍ରିଓ କହିଥିଲେ । ଏହା ସହ ମୁଁ ବିଜେପିରେ ନିରାଶ ଅନୁଭବ କଲି । ଦୀର୍ଘ ୭ ବର୍ଷ କଠିନ ପରିଶ୍ରମ କରିଥିଲି ।ଏପରିକି ମୋର ବିରୋଧୀମାନେ ମଧ୍ୟ କହିବେନି କି ମୁଁ ପଶ୍ଚିମବଙ୍ଗରେ ବିଜେପି ପାଇଁ ଲଢି ନାହିଁ । କିମ୍ବା ଦଳ ପାଇଁ ମୁଁ କଠିନ ପରିଶ୍ରମ କରିନାହିଁ ।

Share

Leave a Reply

Your email address will not be published. Required fields are marked *

5 × 3 =