ଯଦି ଥାଇରଡ୍ ଅଛି, ତେବେ ହୁଅନ୍ତୁ ସାବଧାନ୍

ଥାଇରଡ ଏକ ମାରାତ୍ମକ ରୋଗ। ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ। ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ। ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ। ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ। ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍ ହୋଇଥାଏ। ଯଦି ଏହି ହରମୋନ କମ୍ ପ୍ରସ୍ତୁତ ହୁଏ ତାହାଲେ ଆମ ଓଜନ ବଢ଼ିଥାଏ। ଏଥିପାଇଁ ଏହି ହରମୋନ ସୀମିତ ରହିବା ବହୁତ ଜରୁରୀ। 

ଉଚ୍ଚ ସ୍ତରର ଥାଇରଡ୍ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ଖାସ କରି ଏହା ଆପଣଙ୍କ ଚକ୍ଷୁ ଉପରେ ପ୍ରଭାବ ମଧ୍ୟ ପକାଇଥାଏ । ଯାହା ଆପଣଙ୍କୁ ସାରା ଜୀବନ ପାଇଁ ଅନ୍ଧ କରିପାରେ। ଚକ୍ଷୁ ବିଶେଷଜ୍ଞଙ୍କ ଅନୁଯାୟୀ, ହାଇପରଥାଇରଏଡିଜିମ୍ ସମସ୍ୟା ଆଖିକୁ ଅସୁସ୍ଥ କରିପାରେ। ଏହା ଆଖିକୁ ପ୍ରଭାବିତ କରିଥାଏ । ଯଦି ଆପଣ ଥାଇରଡରେ ପୀଡିତ । ଏବଂ ଆଖିରୋ କୌଣସି ସମସ୍ୟା ଦେଖାଦିଏ । ତେବେ, ତୁରନ୍ତ ଆପଣ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆସନ୍ତୁ ଜାଣିବା ଥାଇରଏଡ୍ ଦ୍ୱାରା କିଭଳି ଭାବରେ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

6 − 5 =