ଭୁବନେଶ୍ୱରରେ ଅମିତ ଶାହା

ଓଡ଼ିଶାରେ ଅମିତ୍ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ଶାହାଙ୍କୁ ବିପୁଳ ସ୍ୱାଗତ ସମ୍ବୋନ୍ଧନା ଜଣାଇଛନ୍ତି ବିଜେପି ନେତା ଓ ସମର୍ଥକ । ବିମାନ ବନ୍ଦରରୁ ସିଧା ପୁରୀ ଯାଇ ସେ ବିଜେପି ମହିଳା ମୋର୍ଚା ଜାତୀୟ କାର୍ଯ୍ୟକାରଣୀର ଉଦ୍ଘାଟନ କରିବେ ।ଭୁବନେଶ୍ୱରରୁ ପୁରୀ ରାସ୍ତାର ବିଭିନ୍ନ ସ୍ଥାନରେ ଅମିତ ଶାହାଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ପହଂଚିବା ପରେ ହୋଟେଲ ଗୋଲଡେନ ପ୍ୟାଲେସରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ସାହା । କାର୍ଯ୍ୟକାରିଣୀ ବୈଠକରେ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂହ ଦେଓଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହେବେ ।

Share

Leave a Reply

Your email address will not be published. Required fields are marked *

2 × two =