Wednesday, August 19, 2026
Latestମନୋରଞ୍ଜନ

ବଲିଉଡର ଏହି ଅଭିନେତା ମାସକୁ ଦେଇଥାନ୍ତି ୪୩ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ

ଅଧିକାଂଶ ସମୟରେ ବିଦ୍ୟୁତ୍‌ ବିଲ୍‌ ପାଇଁ ଲୋକେ ଅନେକ ଅସୁବିଧା ସାମ୍ନା କରନ୍ତି। ସାଧାରଣ ଲୋକଙ୍କର ଅଧିକ ବିଲ୍‌ ଆସିବା ଏକ ସମସ୍ୟା ହୋଇଯାଏ ଓ ଏହା ତାଙ୍କ ଜୀବନରେ ପ୍ରଭାବ ପକାଏ। ହେଲେ ଧନୀ ଲୋକଙ୍କର କୌଣସି ଫରକ ପଡେ ନାହିଁ। ଅଧିକ ବିଦ୍ୟୁତ୍‌ ବିଲ ଆସିଲେ ମଧ୍ୟ ଏହା ତାଙ୍କ ଜୀବନରେ କୌଣସି ପ୍ରଭାବ ପକାଏ ନାହିଁ ।

ବଲିଉଡର  ଟପ୍‌ ସେଲିବ୍ରିଟିଙ୍କର  ଶାରୁଖ ଖାନଙ୍କ ବିଦ୍ୟୁତ୍‌ ବିଲ ବିଷୟରେ ଜାଣିଲେ ଲୋକେ ଆଚମ୍ବିତ ହୋଇଯିବେ।

ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଘର ମନ୍ନତରେ ପ୍ରତି ମାସ ୪୩ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ ଆସେ।

Share

Leave a Reply

Your email address will not be published. Required fields are marked *

1 × 4 =