Friday, October 30, 2026
Latestଜାତୀୟମନୋରଞ୍ଜନ

ଫିଲ୍ମ’ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ ରିଲିଜ୍

ମୁମ୍ବାଇ: ଫିଲ୍ମ’ସତ୍ୟମେବ ଜୟତେ ୨’ର ଟ୍ରେଲର ରିଲିଜ୍‌ ହେବା ପରେ ଗୁରୁବାର ଏହାର ପ୍ରଥମ ଗୀତ’ମେରି ଜିନ୍ଦେଗୀ ହୈ ତୁ’ ରିଲିଜ୍‌ ହୋଇଛି। ଜନ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କୁ ଏହି ଗୀତରେ ଦେଖିବାକୁ ପାଇବେ ଦର୍ଶକ।ତେବେ ଫିଲ୍ମର ସବୁ ଗୀତ ମଧ୍ୟରୁ ଏହି ଗୀତଟି ଅଭିନେତା ଜନ ଆବ୍ରାହମଙ୍କର ପସନ୍ଦ ବୋଲି ସେ କହିଛନ୍ତି। ଏହି ରୋମାଣ୍ଟିକ ଗୀତକୁ ଦର୍ଶକ ପସନ୍ଦ କରିବେ ବେଲି ତାଙ୍କର ଆଶା ଓ ବିଶ୍ବାସ। ସେ କହିଛନ୍ତି ଯେ, ଏହି ଗୀତଟିକୁ ଯେତେବେଳେ ସେ ପ୍ରଥମ ଥର ଶୁଣିଥିଲେ ତାଙ୍କୁ ବହୁତ ଭଲ ଲାଗିଥିଲା। ସେହିପରି ଦିବ୍ୟା କହିଛନ୍ତି ଯେ, ‘ମେରି ଜିନ୍ଦେଗି ହୈ ତୁ’ ଗୀତଟି ଏକ ଏମିତି ଗୀତ ଯାହା ସମସ୍ତଙ୍କ ମନକୁ ଛୁଇଁବ।

Share

Leave a Reply

Your email address will not be published. Required fields are marked *

three + 13 =