ଆଧାରକାର୍ଡକୁ ଇଂରାଜୀରେ କଣ କୁହାଯାଏ ଜାଣନ୍ତୁ

ଭୁବନେଶ୍ୱର() ଆଜିକାଲି ଯୁଗରେ ଆଧାର କାର୍ଡ ସବୁବେଳେ ଆବଶ୍ୟକ ହୋଇଥାଏ । ଛୋଟରୁ ବଡ ସମସ୍ତେ ଆଧାର କାର୍ଡ ବ୍ୟବହାର ମଧ୍ୟ କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି ଯେଉଁଟା ଆପଣ ନିତିଦିନ ବ୍ୟବହାର କରୁଛନ୍ତି ତାକୁ ଇଂରାଜୀରେ କଣ କୁହାଯାଏ । ତେବେ ଆଜି ଆସନ୍ତୁ ଜାଣିବା ଆଧାର କାର୍ଡକୁ ଇଂରାଜୀରେ କଣ କୁହାଯାଏ ।

ତେବେ ଆଧାରକାର୍ଡକୁ ANIQUE IDENTIFICATION  AUTHORITY OF INDIA   ବୋଲି କୁହାଯାଏ ।

Share

Leave a Reply

Your email address will not be published. Required fields are marked *

3 × two =