ରାଜ୍ୟ

State

Latestରାଜ୍ୟ

୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହାଇଟେକ୍ ମେଡିକାଲର ଜଣେ ଅଧିକାରୀ ଗିରଫ

ମେଡିକାଲ୍ କଲେଜ୍ରେ ନାମ ଲେଖାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ହାଇଟେକ୍ ମେଡିକାଲର ଜଣେ ଅଧିକାରୀଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ।

Read More
Latestରାଜ୍ୟ

ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍, ୩୩ ଆହତ ୨ଗୁରୁତର

ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍। ଦୁର୍ଘଟଣାରେ ୩୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା

Read More
Latestରାଜ୍ୟ

ଏନ୍କାଉଣ୍ଟରରେ ବାବୁ ନାଇକର ମୃତ ସହଯୋଗୀ ଆହତ

ବ୍ରହ୍ମପୁର ପୁଲିସ ଏନ୍କାଉଣ୍ଟରରେ ବାବୁ ନାଇକ ନାମକ ଜଣେ ଜଣେ ଦୁର୍ଦ୍ଧାନ୍ତ ଅପରାଧିର ମୃତ୍ୟୁ ଘଟିଛି । ନିକଟରେ ବାବୁ ହସପିଟାଲରେ ଥିବା ବେଳେ ପୋଲିସ ଆଖିରେ

Read More
Latestରାଜ୍ୟ

ପିପିଲି ଘଟଣାରେ କ୍ରାଇମବ୍ରାଂଚ ହାଇକୋର୍ଟକୁ ଯିବ

ପିପିଲି ଗଣ ବଳକ୍ôାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମାନେ ତଳ କୋଟର୍ରେ ନିଦେ୍ର୍ଧାଷରେ ଖଲାସ ହେବା ବିରୁଦ୍ଧରେ କ୍ରାଇମବ୍ରାଂଚ ହାଇକୋର୍ଟକୁ ଯିବ ବୋଲି ସୂଚନା ମିଳିଛି

Read More
Latestରାଜ୍ୟ

ବଡ ଦିନ ପାଇଁ ଝଲସୁଛି ପଲ୍ଲୀରୁ ସହର

ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର

Read More
Latestରାଜ୍ୟ

ରାଜଧାନୀରେ ୧୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର ସମେତ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି। ମିଳିଥିବା ତଥ୍ୟ ଅନୁସାରେ, ଶନିବାର ରାତିରେ ଏଠାରେ ତାପମାତ୍ରା ୧୧.୧ ଡିଗ୍ରି

Read More
Latestରାଜ୍ୟ

ସିରିଜ ଦୁର୍ଘଟଣା, ୧୯ବିଜେପି ସମର୍ଥକ ଆହତ

ପ୍ରଧାନମନ୍ତ୍ରୀଙ୍କ ସଭା ଦେଖି ଫେରୁଥିବା ବେଳେ ସିରିଜ ଦୁର୍ଘଟଣା ଘଟି ବହୁଲୋକ ଆହତ ହୋଇଛନ୍ତି । ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ନିକଟରେ ପ୍ରଧାନମନ୍ତ୍ରୀଙ୍କ ସଭାରୁ ଲୋକଙ୍କୁ ନେଇ

Read More