ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ଗୋଲ୍ଡ ୱିଙ୍ଗ ଟୁର୍ର ବୁକିଂ ଆରମ୍ଭ
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଗୋଲ୍ଡ ୱିଙ୍ଗ୍ ଟୁର୍ର ବୁକିଂ ଆରମ୍ଭ କରାଯାଇଛି । ଏହାର ମୂଲ୍ୟ ୩୯,୨୦,୦୦୦(ଏକ୍ସ-ସୋ\’ରୁମ୍, ଗୁରୁଗ୍ରାମ) ଟଙ୍କା
Read More