କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ)କୁ ସହଯୋଗ ପାଇଁ ଭାରତ ସଞ୍ଜିବନୀ କୃଷି ଉତ୍ଥାନ୍ ଅଭିଯାନର ଶୁଭାରମ୍ଭ ଲାଗି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍ (ଆଇବିଏଲ୍) ଓ ଭାରତ ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ଲିମିଟେଡ୍ (ବିଏଫ୍ଆଇଏଲ୍) ପକ୍ଷରୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍ (ଆଇବିଏଲ୍) ଓ ଆଇବିଏଲ୍ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ଲିମିଟେଡ୍ (ବିଆଇଏଫ୍ଏଲ୍) ପକ୍ଷରୁ ଭାରତ ସଞ୍ଜିବନୀ କୃଷି ଉତ୍ଥାନ୍
Read More