ଟିପିଏସ୍ଓଡିଏଲ୍ ତରଫରୁ ହାତୀ ଚଳପ୍ରଚଳକୁ ସୁଗମ ଓ ଦୁର୍ଘଟଣା ବିହୀନ କରିବା ପାଇଁ ‘ହାତୀ କରିଡର’ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ବିଜୁଳି ପୋଲ ଗୁଡିକର ଉଚ୍ଚତା ବଢାଇବା, ବିଜୁଳି ତରରେ ଇନ୍ସୁଲେଟର ଲଗାଇବା ଆଦି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି। ଭଂଜନଗରର ଓ ଜଗନ୍ନାଥପ୍ରସାଦର ଆଭ୍ୟନ୍ତରୀଣ ଅଞ୍ଚଳରେ ହାତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

Share

Leave a Reply

Your email address will not be published. Required fields are marked *

19 − sixteen =