କାକଟପୁର ସେକ୍ସନ୍ ୧ ଅଧୀନରେ ଥିବା ବନ୍ଧଗଡ଼ ଗ୍ରାମରେ ଟିପିସିଓଡିଏଲ୍ ପକ୍ଷରୁ 250କେଭିଏ ଟ୍ରାନ୍ସଫର୍ମର

କାକଟପୁର: କାକଟପୁର ସେକ୍ସନ୍ ୧ ଅଧୀନରେ ଥିବା ବନ୍ଧଗଡ଼ ଗ୍ରାମର ପ୍ରାୟ ୧୩୦ ପରିବାର ପାଇଁ ଗୋଟିଏ ୧୦୦ କେଭିଏ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ଯୋଗାଣ କରାଯାଉଥିଲା । ବିଦ୍ୟୁତ ଚାହିଦାରେ ବୃଦ୍ଧି ହେତୁ ନିୟମିତ ବ୍ୟବଧାନରେ ବିଦ୍ୟୁତ୍ ବିଭ୍ରାଟ ଓ ଲୋ ଭୋଲଟେଜ୍ ଏହି ଅଞ୍ଚଳର ଦୁଇ ପ୍ରମୁଖ ସମସ୍ୟା ଥିଲା। ଟିପିସିଓଡିଏଲ୍ ପକ୍ଷରୁ ଟ୍ରାନ୍ସଫର୍ମରକୁ ବର୍ତ୍ତମାନ ୨୫୦ କେଭିଏକୁ ଅପଗ୍ରେଡ କରାଯାଇ ଥିବାରୁ ଏହି ଅଞ୍ଚଳର ବିଦ୍ୟୁତ ବିଭ୍ରାଟ ସମସ୍ୟା ଦୂର ହୋଇଛି। ଗ୍ରାହକମାନେ ଏବେ ଏସି, ଫ୍ରିଜ୍ ଭଲି ହେଭି ଲୋଡ୍ ଉପକରଣକୁ ବିନା ସମସ୍ୟା ରେ ବ୍ୟବହାର କରିପାରିବେ।

Share

Leave a Reply

Your email address will not be published. Required fields are marked *

18 − 17 =