Friday, October 30, 2026
Latestମନୋରଞ୍ଜନ

କାହିଁକି ଯୋଗୀଙ୍କୁ ଭେଟିଲେ ଗୋବିନ୍ଦା ଜାଣନ୍ତୁ

ଲକ୍ଷ୍ନୌ() ବଲିଉଡ୍ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍ କରିଛନ୍ତି। ଏହାସହ ସେ ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଗୋବିନ୍ଦାଙ୍କ ଗସ୍ତର ସେମିତି କିଛି କାରଣ ନ ଥିଲେ ମଧ୍ୟ ଆଦିତ୍ୟନାଥଙ୍କ ସହ ସାକ୍ଷାତ୍ କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

Share

Leave a Reply

Your email address will not be published. Required fields are marked *

3 + six =