Friday, October 30, 2026
Latestଜାତୀୟ

50 କିଲୋ ସୁନାରେ ନିର୍ମିତ ହେଉଛି ମା’ ଦୁର୍ଗାଙ୍କ ପ୍ରତିମା

କୋଲକାତା () : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆସନ୍ତା ମାସରେ ହେବାକୁ ଥିବା ଦୁର୍ଗାପୂଜା ପାଇଁ ଏକ ଆୟୋଜନ ସମିତି ୫୦କିଲୋ ସୁନାର ପ୍ରତିମା ନିର୍ମାଣ କରୁଛି। ଏହାର ମୂଲ୍ୟ ପାଖାପାଖି ୨୦କୋଟି ଟଙ୍କା। ଏହାର କାମ ପ୍ରାୟତଃ ଶେଷ ହେବା ଉପରେ ହୋଇଗଲାଣି। ସନ୍ତୋଷ ମିତ୍ର ସ୍କ୍ବାୟର ପୂଜା ସମିତିର ପେଣ୍ଡାଲରେ ୧୩ମିଟର ଉଚ୍ଚ ଏହି ପ୍ରତିମାର କାମ ଚାଲିଛି। ପଶ୍ଚିମବଙ୍ଗରେ  ଅକ୍ଟୋବର ୪ତାରିଖରୁ ପୂଜା ଆରମ୍ଭ ହେବ। ଆୟୋଜନ ସମିତିର ଅଧ୍ୟକ୍ଷଙ୍କ କହିବା ଅନୁସାରେ ଏହା ପୂର୍ବରୁ ଏଠାରେ କେବେ କୌଣସି ସୁନାର ପ୍ରତିମା ହୋଇନାହିଁ।

Share

Leave a Reply

Your email address will not be published. Required fields are marked *

10 + thirteen =