୨୪ରେ ମୋଦିଙ୍କ ଓଡିଶା ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ସେ ସେଦିନ ଖୋର୍ଦ୍ଧା ଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ ବୋଲି ଜଣାପଡିଛି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଚଳଚଂଚଳ ହୋଇପଡିଛି ।

Share

Leave a Reply

Your email address will not be published. Required fields are marked *

seventeen + 3 =