ଅନଶନ ଭାଙ୍ଗିଲେ ଆନ୍ନା ହଜାରେ

ବିଶିଷ୍ଟ ସମାଜ ସେବୀ ଆନ୍ନା ହଜାରେ ଲୋକପାଳ ବିଲ ଦାବି ଉପରେ କରିଥିବା ଅନଶନରୁ ଆଜି ଓହରି ଯାଇଛନ୍ତି । ନିଜଗ୍ରାମ ମହାରାଷ୍ଟ୍ରର ରାଲେ ଗାଁଓ ଠାରେ ଗତ ୭ଦିନ ଧରି ଅନଶନ ରେ ବସିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପ୍ରତିଶୃତି ପରେ ସେ ଅନଶନ ଭାଙ୍ଗିଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

eleven + 7 =