ଗୀତରେ ଗୀତରେ ରାଜନୀତିର ବାଣ … ଶୁଣନ୍ତୁ

ଭୁବନେଶ୍ୱର () ବିଧାନସଭା 4 ଦିନ ହେଲା ଚାଲିପାରୁନି । ମୁଣ୍ଡ ଉପରେ କିନ୍ତୁ ନିର୍ବାଚନ ଥିବାରୁ ନେତାମାନେ ପରସ୍ପରକୁ ରାଜନୈତିକ ବାଣ ମାରିବାକୁ ଭୁଲୁନାହାନ୍ତି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଆଜି ଗୃହ ବାହାରେ ବିଜେଡି ଓ ବିଜେପିକୁ ମିଳିତ ଭାବେ ଏକ ଗୀତ ଜରିଆରେ ବାଣ ମାରିଲେ । ତାରାଙ୍କ ଗୀତର ଜବାବ ଦେବାକୁ ଆଗେଇ ଆସିଲେ ବିଜେଡି ନେତା ଦେବୀ ମିଶ୍ର । ସେ ବି ଗୀତ ଜରିଆରେ ଏହାର ଜବାବ ଦେଇଥିଲେ । ଶୁଣନ୍ତୁ କେମିତି ଗୀତରେ ଗୀତରେ ଚାଲିଛି ବାଣ ମରା ।।।।

Share

Leave a Reply

Your email address will not be published. Required fields are marked *

seventeen − 5 =