ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ନିଯୁକ୍ତ

ଭୁବନେଶ୍ବର () ପୂର୍ବତନ ପ୍ରଶାସକ ଡକ୍ଟର ଗୋପବନ୍ଧୁ ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଅବସର ପୂର୍ବରୁ ସେ ଗତ 9 ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ନିକଟରେ ସେ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ନିଜର ପ୍ରଶାସନିକ କ୍ୟାରିୟରରେ ଜଣେ ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଶ୍ରୀ ଦାଶ ବେଶ ଜଣାଶୁଣା ।

Share

Leave a Reply

Your email address will not be published. Required fields are marked *

twelve + eight =