ମଞ୍ଚରେ ମାଇକ ଧରି ଗୀତ ଗାଇଲେ ବିଧାୟକ, ଦେଖନ୍ତୁ ଏହି ଭିଡିଓ

ମୁଁ ହିରୋ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିକାଶର ସାଥୀ ଯୁବ ବିଧାୟକ ସମ୍ବିତ ରାଉତରାୟଙ୍କ କଣ୍ଠରୁ ମଧୁର ଗୀତଟିଏ। ଏହା ମିଛ ଲାଗୁଥିଲେ ବି ସତ । ଜଣେ ଶାନ୍ତ ସ୍ୱଭାବର ବିଧାୟକ ଯେ ଏଭଳି ପ୍ରତିଭାର ଅଧିକାରୀ ତାହା ତାଙ୍କର ଏହି ଗୀତଟି ନଶୁଣିଲେ କେହି ବିଶ୍ୱାସ କରିବେ ନାହିଁ ।

ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ଯାଇଥିବା ସମ୍ବିତ ହଠାତ ମଞ୍ଚ ଉପରକୁ ଉଠିଯାଇ ମାଇକ ଧରିପକାଇଲେ । ଆଉ ତାଙ୍କର ଗୋଟିଏ ଗୀତ ଶୁଣିବା ପରେ ଶ୍ରୋତାମାନେ ଆଉ ଗୋଟିଏ ଗୀତ ପାଇଁ ଦାବି କଲେ ।

Share

Leave a Reply

Your email address will not be published. Required fields are marked *

7 + nineteen =