ରାଜଭବନ ରାସ୍ତାରେ ଟ୍ରାଫିକ କଟକଣା

ଭୁବନେଶ୍ୱର() ରାଜଭବନ ପାଖ ପେଟ୍ରୋଲ ପମ୍ପ ରାସ୍ତାରେ ଯାତାୟତ କରିବା ପାଇଁ କଟକଣା ଲାଗିଛି । ସୁରକ୍ଷା କାରଣରୁ କଟକଣା ଜାରି କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ‘ସ୍ଥାନ ସୁରକ୍ଷିତ ଘୋଷଣା ନହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ଅପରାହ୍ନ ୨ଟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଆଶା ରହିଛି । ଏଲପିଜି ଗ୍ୟାସ ଟ୍ୟାଙ୍କରରୁ କଢାଯିବା କାର୍ଯ୍ୟ ଶେଷ ହୋଇଛି । ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ କଢାଯିବା କାର୍ଯ୍ୟ ଜାରି ରହିଛି ।’

Share

Leave a Reply

Your email address will not be published. Required fields are marked *