କରୋନା ମୁକାବିଲା ପାଇଁ RBI ଆଜି ବଡ ଘୋଷଣା

ନୂଆଦିଲ୍ଲୀ() ଲକ ଡାଉନ ସମୟରେ ଦେଶରେ ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଆରବିଆଇ ଆଜି ବଡ ଘୋଷଣା କରିଛି । ଆରବିଆଇ ରେପୋ ରେଟ ୭୫ ବେସିସ ପଏଣ୍ଟ କମାଇଛି । ଏହି କ୍ରମରେ ନୂଆ ରେପୋ ରେଟ୍ ୫.୧୫ରୁ ଖସି ୪.୪% ପ୍ରତିଶତ ହୋଇଛି । ସେହିପରି ରିଭର୍ସ ରେପୋ ରେଟ୍ ମଧ୍ୟ ୯୦ ବେସିସ୍ ପଏଣ୍ଟ କମିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + fourteen =