ପନ୍ଥଙ୍କ କରୋନା ପଜିଟଭ୍ ପଛର କାରଣ

ନୂଆଦିଲ୍ଲୀ: ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଜୁନ୍ ୨୩ରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ପରାଜୟ ପରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ୩ ସପ୍ତାହର ଛୁଟ ିମିଳିଥିଲା । ଏହି ସୟରେ ଖେଳାଳିମାନେ ସେମାନଙ୍କ ପରିବାର ସହିତ ଇଂଲଣ୍ଡର ବିଭିନ ୍ନସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଋଷଭ ପନ୍ତ ମଧ୍ୟ ଏହିସମୟରେ ୟୁରୋକପ୍ ଦେଖିବା ପାଇଁ ଷ୍ଟାଡିୟମ ଯାଇଥିଲେଏବଂ ନିଜ ଫ୍ୟାନମାନଙ୍କ ସହ ଫଟୋଉଠାଇଥିଲେ । କିନ୍ତୁ ଦୁଃର୍ଭାଗ୍ୟଜନକଭାବରେ ପନ୍ତ କରୋନା ପିଜଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିର କଥା ଯେ, ପନ୍ତ ଆଜିକିମ୍ବାଗତକାଲି ପଜିଟିଭ୍ ଆସିନାହାନ୍ତିସେ ଏକ ସପ୍ତାହ ପୂର୍ବରୁ ପଜିଟିଭ୍ ଆସିଥିବାସୂଚନାମିଳୁଛି ।ଇଂଲଣ୍ଡବିପକ୍ଷରେସିରିଜ ପୂର୍ବରୁକାଉଣ୍ଟିମ୍ୟାଚଖେଳିବାକୁ ପୂରାଭାରତୀୟ ଦଳ ଡରହାମ ଯିବ । କିନ୍ତୁ ପନ୍ତଙ୍କୁ ଡରହାମ ଗସ୍ତରେ ସାମିଲ କରାଯିବନାହିଁ ବୋଲି ସୂଚନା ମିଳିଛି । ପନ୍ତ ପଜିଟିଭ୍ ଚିହ୍ନଟହେବା ପରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ପୁଣିଥରେ ବାୟୋବବଲକୁ ଆସିବା ପାଇଁ ସୂଚନା ଦିଆଯାଇଛି । ବାୟୋବବଲକୁ ଆସିବା ପୂର୍ବର ୁଜୁଲାଇ ୧୮ରେ ସମ ସ୍ତଖେଳାଳିଙ୍କର ପୁଣିଥରେ କରୋନାଟେଷ୍ଟକରାଯିବ ।

Share

Leave a Reply

Your email address will not be published. Required fields are marked *

14 − 9 =