ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ() ଭାରତ-ଚୀନ ବିବାଦ ଭିତରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱାଣେ ଲଦାଖର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ସ୍ଥିତି ଅନୂଧ୍ୟାନ କରିବା ପରେ ସେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମାରେ ଯଥାସ୍ଥିତିକୁ ବଜାୟ ରଖାଯିବ । ସୀମା ସୁରକ୍ଷା ନେଇ ବହୁ ପଦକ୍ଷେପ ନିଆଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛନ୍ତି । ଆମର ଯବାନଙ୍କୁ ନେଇ ଦେଶ ଗର୍ବିତ ବୋଲି ସେନାମୁଖ୍ୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × one =