ବଣଭୋଜି ପାଇଁ ସମସ୍ତ ସୁବିଧା ଯୋଗାଇବ ଓଟିଡିସି

ଭୁବନେଶ୍ୱର()  ବଣଭୋଜି କରିବା ପାଇଁ ଏଣିକି ଆଉ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ । ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) । ପ୍ରଥମ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନ ସ୍ଥଳରେ ଏ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଖାଣ୍ଟି ଓଡ଼ିଆ ଖାଦ୍ୟ ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ଭେଟି ଦିଆଯିବ । ଓଟିଡିସିର ୪୧ ତମ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × two =