ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶିତ, ତେଜସ୍ୱିନୀ ଓଏଏସ ଟପ୍ପର

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଓଡିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶ । ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ଉତୀର୍ଣ୍ଣ ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ।
ତେଜସ୍ୱିନୀ ବେହେରା ହେଲେ ଓଏଏସ ଟପ୍ପର । ପ୍ରଥମ ୩ଟି ସ୍ଥାନ ଅଧିକାର କଲେ ଛାତ୍ରୀ ।ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ, ଅନନ୍ୟା ସୃଷ୍ଟି ଶତପଥୀ ୩ୟ, ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ ସ୍ଥାନ ଅଧିକାର କରିଛନ୍ତି । ଭିସ୍ମିତା ତିବ୍ୱାରୀ ଷଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ , ବିବେକାନନ୍ଦ ଷଡଙ୍ଗୀ ୯ମ, ତପତି ରାଜଙ୍କୁ ଦଶମ ସ୍ଥାନ । ପ୍ରଥମ ୧୦ ଟି ର‌୍ୟାଙ୍କ ମଧ୍ୟରେ ଝିଅ ୭ ଏବଂ ପୁଅ ୩ ।

Share

Leave a Reply

Your email address will not be published. Required fields are marked *

16 + ten =