ଦୁଇ ବିଶ୍ୱବିଦ୍ୟାଳୟ ଓ ୭ କଲେଜରେ ନିର୍ବାଚନ ବାତିଲ

ବାଣୀବିହାର ଉକô୍ଳ ବିଶ୍ୱ ବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି । ନିର୍ବାଚନ ପୁର୍ବରୁ ଏହି ୨ ଶିକ୍ଷା ଅନୁଷ୍ଠାନରେ ଛାତ୍ର ଅଶାନ୍ତି ସାଙ୍ଗକୁ ବ୍ୟପକ ହିଂସାକାଣ୍ଡ ଘଟିବା ପରେ କର୍ତୁପକ୍ଷ ଏହି ନିର୍ବାଚନ ବନ୍ଦ କରିଦେଇଥିବା ଜଣାପଡିିଛି । ସେହିପରି ରାଜ୍ୟର ଅନ୍ୟାନ୍ୟ ୭ଟି ଓ ମଧୁସୁଦନ ଆଇନ କଲେଜରେ ମଧ୍ୟ ସମାନ କାରଣ ପାଇଁ ନିର୍ବାଚନ ବାତିଲ କରାଯାଇଛି । ନିର୍ବାଚନ ବାତିଲ ହେବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହୋରିବା ପରବର୍ତେ ଆନ୍ଦୋଳନ ଆହୁରି ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନରେ ଧରଣା ବିକ୍ଷୋପ ଜାରୀ ରହିଥିବା ଖବର ମିଳିଛି ।

Share

Leave a Reply

Your email address will not be published. Required fields are marked *

19 + thirteen =