ଘରସହ ଜଳିଗଲେ ଦିବ୍ୟାଙ୍ଗ ଯୁବତୀ

କଟକ—ସ୍ଥାନୀୟ ମକରବାଗ ସାହରରେ ଘର ସହିତ ଜଣେ ଯୁବତୀ ପୋଡି ହୋଇ ମୃତ୍ୟୁବରଣ କରିଥିବା ଖବର ମିଳିଛି । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି ଘରଟି ପୋଡିଯିବା ସହିତ ଭିତରେ ଥିବା ଜଣେ ଦିବ୍ୟାଙ୍ଗ ଯୁବତୀ ମୃତ୍ୟୁମରଣ କରିଛନ୍ତି । ତେବେ ଏହା ଦୁର୍ଘଟଣା କିମ୍ବା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ସନ୍ଦେହ ଘେରରେ ରହିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ ମଧ୍ୟ ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର ପାରିନଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିିଲା ।

Share

Leave a Reply

Your email address will not be published. Required fields are marked *

5 × two =