ଏଟିଏମରୁ ଟଙ୍କା ଉଠାଇବାରେ କଟକଣା

ନୂଆଦିଲ୍ଲୀ–ଷ୍ଟେଟବ୍ୟାଙ୍କ ଏଟିଏମରୁ ଦୈନିକ ଟଙ୍କା ଉଠାଣରେ କଟକଣା ଲଗାଇଛନ୍ତି ବ୍ୟାଙ୍କ କର୍ତୁପକ୍ଷ । ଏଣିକି ଏଟିଏମରୁ ଦୈନିକ ୨୦ ହଜାରୁ ଅଧିକ ଟଙ୍କା ଉଠାଇ ହୋଇପାରିବ ନାହିଁ । ପୁର୍ବରୁ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଦୈନିକ ୪୦ ହଜାର ଟଙ୍କାରୁ ମଧ୍ୟରେ ଉଠାଇବାର ବ୍ୟବସ୍ଥା ଥିଲା । କିନ୍ତୁ ଷ୍ଟେଟବ୍ୟାଙ୍କ ହଠାତ୍ ଏଭଳି ନିଷ୍ପତି ଗ୍ରହଣ କରିବା ଫଳରେ ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

Share

Leave a Reply

Your email address will not be published. Required fields are marked *

19 + 7 =