ଅମିତାଭଙ୍କୁ ଓକିଲ ନୋଟିସ

ଦିଲ୍ଳୀର ବାର କାଉନସିଲ ଅମିତାଭ ବଚନଙ୍କ ନାମରେ ଲିଗାଲ ନୋଟିସ ପଠାଇଛି। ସେ ଏଭରେଷ୍ଟ ମସଲାର ବିଜ୍ଞାପନରେ ସେ ଓକିଲଙ୍କ ପୋଷାକରେ ଅଭିନୟ କରିଥିବାରୁ ତାଙ୍କୁ ଅଭିନୟ ପୂର୍ବରୁ ଆଇନଗତ ପରାମର୍ଶ ନେବାର ଥିଲା। କିନ୍ତୁ ସେ ସେପରି କରି ନାହାନ୍ତି। ଭବିଷ୍ୟତରେ ସେପରି ଆଉ ଭୁଲ ନକରନ୍ତି ସେଥିପାଇଁ ବାର କାଉନସିଲ ନୋଟିସ ପଠାଇ ତାଙ୍କୁ ସତର୍କ କରାଇ ଦେଇଛନ୍ତି। ଉକ୍ତ ଘଟଣାରେ ଅମିତାଭ ଓକିଲଙ୍କ ପୋଷାକରେ ବସିଥିବା ବେଳେ ଦୁଇଜଣ କଳାକାର ତାଙ୍କୁ ପାଓଭାଜି ଆଣି ଚାଖିବାକୁ ଦେଇଛନ୍ତି । ସେ ତାହା ଖାଇ ଏଥିରେ ଏଭରେଷ୍ଟ ମସଲା ବ୍ୟବହାର କରିବାକୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

13 + 14 =