ମିକା ସିଂ ଗାଇଲେ ଓଡିଆ ଗୀତ

ପ୍ରଥମ ଥର ପାଇଁ ବଲିଉଡର ପ୍ରକ୍ଷାତ ପ୍ଲେବ୍ୟାକ ସିଙ୍ଗର ମିକା ସିଂ ଓଡିଆ ଗୀତ ଗାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଏହି ଗୀତକୁ ମିକା ରେକର୍ଡ କରିଛନ୍ତି ଏବଂ ଏହାକୁ ଭାରତୀୟ ହକି ଟିମ ପାଇଁ ଉସô୍ର୍ଗ କରିଛନ୍ତି । “ଆସ କରିବା ଏତେ ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ” ମିକା ଗାଇଥିବା ଏହି ଗୀତର ଭିଡିଓ ରେକର୍ଡିଂ କରିଛନ୍ତି ଓଡିଆ ପ୍ରଯୋଯକ ନୀଳମାଧମ ପଣ୍ଡା । ବଲିଉଡ ସେନସେସନ ମିକାଙ୍କ ଏହି ଭିଡିଓ ଆଲବମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ଏବଂ ଗୀତ ରଚନା କରିଛନ୍ତି ସଚିନ ଦାସ ଏବଂ ମିଜ୍ୟୁକକୁ କମ୍ପୋଜ କରିଛନ୍ତି ଗୁଡଲି ରଥ । ଏହି ଗୀତରେ ମିକାଙ୍କ ସହ ଓଡିଆ ଗାଇକା ଲିପ୍ସା ମହାପାତ୍ର ମଧ୍ୟ ସ୍ୱର ମିଳାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + eight =