ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କୋଭିଡ ସଚେତନତା

ପୁରୀ: ଦେଶରେ କୋଭିଡ ସଂକ୍ରମଣ ଏବେ ଧୃତ ଗତିରେ ବ୍ୟାପୁଥିବା ବେଳେ ସମସ୍ତ ଜନ ସାଧାରଣ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନିବା ଉଚିତ। ଏଥି ସହିତ ସଟ ଡାଉନ ଓ ଲକ ଡାଉନ ନିୟମ କୁ ମଧ୍ୟ ପ୍ରତେକ ବ୍ୟକ୍ତି ମାନିବା ଉଚିତ। ଏଥି ସହିତ ୬ ଫୁଟ ଦୂରତା , ମାସ୍କ ପିନ୍ଧିବା ଏବଂ କୋଭିଡ ଟୀକା ନିଶ୍ଚିତ ନେବାକୁ ଆହ୍ୱାନ ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ବାର୍ତା ନେଇ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen + 20 =