ଆୟ ବହିର୍ଭୂତ ସଂପତ୍ତିଠୁଳ ଅଭିଯୋଗରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ୫ଟି ଭିଜିଲାନ୍ସ ଟିମ୍ ଚଢାଉରେ ନିୟୋଜିତ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବହିଷ୍କୃତ କନେଷ୍ଟବଳଙ୍କ ବିରୋଧରେ ଚଢାଉ ଚାଲିଛି । କନେଷ୍ଟବଳଙ୍କ ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ରେସିଡେନସିଆଲ କ୍ୱାର୍ଟର, ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ପ୍ରାଇଭେଟ ବିଲଡିଂ, ଖୋର୍ଦ୍ଧା ଜିଲ୍ଲା ନୂଆପଡା ଗାଁରେ ଥିବା ଘର ସମେତ ମୋଟ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

Share

Leave a Reply

Your email address will not be published. Required fields are marked *

20 − seventeen =