ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ… ମା’ର ସ୍ନେହ ଓ ଯତ୍ନ ଦୁନିଆର ସବୁ ସମ୍ପର୍କଠାରୁ ବଡ଼… ଏହି ମହାନ ସମ୍ପର୍କକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ତାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନଵ ପ୍ରୟାସ କରିଛି…

ସୋଆର ଛାତ୍ରଛାତ୍ରୀ ମାନେ ନିଜ ମାଙ୍କ ଓ ତାଙ୍କ ସମ୍ପର୍କରେ ଦୁଇପଦ ଲେଖିବା ସହ ମାଙ୍କ ସହ ତାଙ୍କର ଏକ ସେଲଫି ପଠାନ୍ତୁ…
ମେ 17 ତାରିଖ ସୁଦ୍ଧା [email protected] ମେଲ ଆଇଡି ଓ 9776645918 ମୋବାଇଲ ନମ୍ବରରେ ପଠାଇପାରିବେ..
ଛାତ୍ରଛାତ୍ରୀ ମାନେ ପଠାଇଥିବା ମେସେଜ ରୁ 10ଟି ଶ୍ରେଷ୍ଠ ମେସେଜ ପ୍ରଦାନକାରୀ ଛାତ୍ରଛାତ୍ରୀଙ୍କୁ ସୋଆ ପକ୍ଷରୁ ପୁରସ୍କୃତ କରାଯିବ…..

Share

Leave a Reply

Your email address will not be published. Required fields are marked *

5 + twelve =