ପ୍ରଶାନ୍ତ ସେନାପତି ଓବିସି,ଏସି,ଏସଟି ନିର୍ଦେଶକ

ଭୁବନେଶ୍ୱର()  ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି  ସରାକର । ସମ୍ବଲପୁର ଡିଭିଜନର ନୂଆ ଆରଡିସି ହେଲେ ନିରଂଜନ ସାହୁ । ପ୍ରଶାନ୍ତ ସେନାପତିଙ୍କୁ ଓବିସି,ଏସି,ଏସଟି ନିର୍ଦେଶକ ଦାୟିତ୍ୱ ଦେଇଥିବା ବେଳେ ଭି .ଜୟକୁମାର ଶର୍ମାଙ୍କୁ ଆୟୁଷ ନିର୍ଦେଶକ ଦାୟିତ୍ୱ,ଏନ.ଥିରୁମାଲା ନାୟକଙ୍କୁ ଲେବର କମିଶନର,ଅବୋଲି ନରଭାନେଙ୍କୁ ରାଉରକେଲା ଏଡିଏମ ର୍ନାୟିତ୍ୱ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two + eight =