ରାଜ୍ୟ ରାଜପଥ ଟୋଲ ଫି ବଢ଼ିବ

ଭୁବନେଶ୍ୱର() ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ । ରାଜ୍ୟ ରାଜପଥରେ ଥିବା ଟୋଲଗେଟ ଗୁଡିକରେ ବଢିପାରେ ଟୋଲ ଫି । ଏନେଇ ପୂର୍ତ ବିଭାଗକୁ ଚିଠି ଲେଖିଛି ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ ।

ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଅଧିକ ଟଙ୍କା ଦରକାର ପଡୁଥିବାରୁ ଟୋଲ ଫି’ରେ ସଂଶୋଧନ କରାଯିବ ବୋଲି ଓଡିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି । ତେଣୁ ସେହି ଅନୁସାରେ ଓଡିଶା ସରକାରଙ୍କ ଉଦ୍ୟୋଗ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଡେଟ ପୂର୍ତ ବିଭାଗକୁ ଚିଠି ଲେଖିଛି । ସରକାରଙ୍କ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି।

Share

Leave a Reply

Your email address will not be published. Required fields are marked *

18 + 6 =