ଆକାଶରୁ ଅଗ୍ନି ବର୍ଷା

ଭୁବନେଶ୍ବର()  ୨୯ ଯାଏଁ ହିଟୱେବ ଜାରି କଲା ପାଣିପାଗ ବିଭାଗ । ଗତକାଲି ୫ ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିଥିଲା । ସେହିପରି ୪୦ ଡିଗ୍ରୀ ଉପରେ ୧୩ ସହରର ପାରଦ ଛୁଇଁଛି । ୪୬ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନ ରାଜ୍ୟରେ ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦିନକୁ ଦିନ ବଢିଚାଲିଥିବା ତାପମାତ୍ରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୮ଟା ପରଠାରୁ ଘରୁ ବାହାରକୁ ବାହାରି ହେଉନାହିଁ।

Share

Leave a Reply

Your email address will not be published. Required fields are marked *

1 × 2 =