ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ କହୁଥିଲେ

ଭୁବନେଶ୍ୱର: ଯେତେବେଳେ ତମ ମନରେ କ୍ରୋଧ ଆସୁଛି ସାଙ୍ଗେ ସାଙ୍ଗେ ଶ୍ରୀ ସାଇ ବାବାଙ୍କୁ ପ୍ରାର୍ଥନା କର ଏବଂ ସତଚରିତ ପାଠକର । ଏହାର ପ୍ରଭାବରେ ମନ ଶାନ୍ତ ହୋଇଥାଏ ଏବଂ ଧିରେ ଧିରେ କ୍ରୋଧ ନିୟନ୍ତ୍ରଣାଧିନ ହୋଇଯାଏ । ଯେତେବେଳେ ତମର କାହା ଉପରେ କ୍ରୋଧ ଆସୁଛି ତା’ ସହିତ କଳହ ନକରି, ନିରବରେ ତା’ପାଖରୁ ଦୂରକୁ ଚାଲିଯାଅ । ବାକବିତଣ୍ଡା କରୁଥିବା ଲୋକଙ୍କ ଅପେକ୍ଷା ନିରବରେ ସହ୍ୟ କରୁଥିବା ଲୋକକୁ ବାବା ବେଶି ଭଲ ପାଆନ୍ତି । ନିୟମିତ ଭାବେ ଧ୍ୟାନ ଏବଂ ପ୍ରାଣାୟମ କଲେ କ୍ରୋଧକୁ ଆୟତ୍ତ କରିହୁଏ ।

Share

Leave a Reply

Your email address will not be published. Required fields are marked *

eighteen − 2 =