ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ

ମୁମ୍ବାଇ() ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ । ବମ୍ବେ ହାଇକୋର୍ଟ ରିୟାଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ଜାମିନ ମିଳିଛି । ହେଲେ ରିୟାଙ୍କ ଭାଇ ସୈ।ଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ।

ରିୟାଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ରିୟାଙ୍କୁ ତାଙ୍କ ପାସପୋର୍ଟ ଦାଖଲ କରିବାକୁ ପଡିବ । ମୁମ୍ବାଇ ବାହାରକୁ ଗଲେ ତାଙ୍କୁ ଅନୁମତି ନେବାକୁ ପଡିବ । ଯେତେବେଳେ ବି ତାଙ୍କୁ ପଚରାଉଚରା ପାଇଁ ଡକାଯିବ ତାଙ୍କୁ ହାଜର ହେବାକୁ ପଡିବ ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ରେ ଉଭୟଙ୍କୁ ଗିରଫ  କରିଥିଲା ଏନସିବି ।

Share

Leave a Reply

Your email address will not be published. Required fields are marked *

five × 1 =