ପୁରୀରେ ଦ୍ୱିତୀୟ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଦେଖନ୍ତୁ ଚିତ୍ର….

ପୁରୀ() ପୁରୀରେ ଦ୍ୱିତୀୟ ଦିନରେ ଚାଲିଛି ରଥ ନିର୍ମାଣ । ଚଳଚଂଚଳ ହୋଇପଡ଼ିଛି ରଥଖଳା ।

ରଥ ଖଳାକୁ ବ୍ୟାରିକେଟ୍ ଓ କପଡାରେ ଆବଧ କରି ରଥ କାମ କରୁଛନ୍ତି ମହାରଣା ସେବାୟତ ।

ରଥଖଳାରୁ ୨୦୦ ମିଟର ପର୍ଯ୍ୟନ୍ତ ନିଷେଧାଂଚଳ କରାଯାଇଛି ।

ରଥଖଳାରୁ ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ସାମାଜିକ ଦୂରତାକୁ ପାଳନ କରି ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି ।

ରଥ ଖଳାରେ ମହାରଣା ଓ ଭୋଇ ସେବାୟତଙ୍କୁ ସଚେତନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × one =