ସୋମବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ–କର୍ମକ୍ଷେତ୍ର ଓ ବାଣିଜ୍ୟବ୍ୟବସାୟରେ ଅଗ୍ରଗତିକରିବେ । ନୂତନ ଯୋଜନାକାର୍ଯ୍ୟକାରୀଏବଂମାନସିକଖୁସିଲାଭହେବ ।ବିବାଦରେଜିତାପଟନେବେ ।ମହିଳାମାନେ ଘର କାମରେସଫଳତା ପାଇବେ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୭ ।

ବୃଷ– ନୂତନ ଯୋଜନାକାର୍ଯ୍ୟକାରୀହେବ । ଉଜ୍ଜ୍ୱଳଭବିଷ୍ୟତକଳ୍ପନାକରିବେ ।ବ୍ୟବସାୟରେଉନ୍ନତିହୋଇପାରେ ।ବହୁ ଦିନ ପଡିରହିଥିବାକାର୍ଯ୍ୟରେ ଅଗ୍ରଗତିକରିବ । ଦେହ ସୁସ୍ଥରହିବ ।ଶୁଭରଙ୍ଗଗୋଲାପି ।ଶୁଭ ଅଙ୍କ ୩ ।

ମିଥୁନ -ଆର୍ଥିକସ୍ଥିତିବଳବାନ ଓଉଦଯୋଗସିଦ୍ଧ ହେବ ।ବ୍ୟବସାୟରେ ଅଗ୍ରଗତିଏବଂ ନୂତନ ଯୋଜନାକାର୍ଯ୍ୟକାରୀକରିବେ ।ରାଜନୀତିକ୍ଷେତ୍ରରେଉନ୍ନତି ଓସାହିତ୍ୟକଳାସଂସ୍କୃତିସଂଗୀତକ୍ଷେତ୍ରରେସଫଳତା ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୬ ।

କର୍କଟ–କାର୍ଯ୍ୟକ୍ଷେତ୍ରରେସଫଳତା ପାଇବେ ।କଳାସଂସ୍କୃତିକ୍ଷେତ୍ରରେ ଅଗ୍ରଗତିକରିବେ । ନୂତନ ପୋଷକକିଣିବେ ।ପାରିବାରିକକ୍ଷେତ୍ରରେଉନ୍ନତିହେବ ।ବିବାଦରେଜିତାପଟନେବେ ।ମହିଳାମାନେ ଘର କାମରେସଫଳତା ପାଇବେ ।ଶୁଭରଙ୍ଗଗ୍ରୀନ ।ଶୁଭ ଅଙ୍କ ୧ ।

ସିଂହ –ଉନ୍ନତ ମାନରକାର୍ଯ୍ୟକରି,ଜ୍ଞାନ ଗବେଷଣା ଦିଗରେ ଅଗ୍ରଗତିକରିବେ । ପାରିବାରିକକ୍ଷେତ୍ରରେଉନ୍ନତିହେବ ।ରାଜନୀତିରେ ଅଗ୍ରଗତିହୋଇପାରେ ।ବନ୍ଧୁମିଳନ ସମ୍ଭାବନା ଅଛି ।ବିଦ୍ୟାର୍ଥୀମାନଙ୍କରଉନ୍ନତିହେବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୯ ।

କନ୍ୟା –ଗଭୀରଭାବରେ ଅନୁଧ୍ୟାନ କରି ନିଷ୍ପତ୍ତି ଗ୍ରହଣକରିବେ ।ଭାବିଥିବାକାମରଗତିମଜଭୁତରହିବ ।କିଛିଲୋକଙ୍କର ଆପଣଉନ୍ନତିକରାଇବେ । ପାରିବାରିକକ୍ଷେତ୍ରରେଉନ୍ନତିହେବ ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ତୁଳା- ନୂତନ କର୍ମଯୋଜନାସ୍ଥିରକରିବେଏବଂସାହିତ୍ୟକଳାଏବଂଗବେଷଣା ଦିଗରେ ଅଗ୍ରଗତିକରିବେ ।ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହେବ । ନିଜକାମରେ ନିଜେ ଫଇସଲାକରିସନ୍ତୁଷ୍ଟହେବେ । ଦିନଟି ଆପଣଙ୍କରଭଲରେକଟିବ ।ଶୁଭରଙ୍ଗନାରଙ୍ଗୀ ।ଶୁଭ ଅଙ୍କ ୨ ।

ବିଛା–କର୍ମକ୍ଷେତ୍ରରେ ଓବ୍ୟବସାୟରେଉନ୍ନତିହେବ ।କଳାକ୍ଷେତ୍ରରେଛାତ୍ରଛାତ୍ରୀମାନେ କୃତକାର୍ଯ୍ୟକରିବେ । ନୂତନ ଦିଗରୁ ଧନ ପ୍ରାପ୍ତିହେବାରସୁଯୋଗ ଅଛି । ପାରିବାରିକକ୍ଷେତ୍ରରେସହଯୋଗ ପାଇବେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୬ ।

ଧନୁ –ଦିନଟି ଆପଣଙ୍କଲାଗିଖୁସିନେଇ ଆସିଛି ।ଜୀବନସାଥୀଙ୍କସହଯୋଗରେ ଆପଣଙ୍କରସବୁକାମ ପୂରାହେବ ।ଚାକରି ସମ୍ବନ୍ଧରେ ଭଲ ଖବର ପାଇବେ ।ଶିକ୍ଷଣୀୟକାର୍ଯ୍ୟରେ ଆପଣଙ୍କର ମନ ଲାଗିବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୧ ।

ମକର– ପୁରୁଣାଚିନ୍ତାଭୁଲି ଆଗକୁବଢିବା ପାଇଁଭାବନ୍ତୁ ।କାହାରିକୁକୌଣସି କଥା ବୁଝାଇବାରେତ୍ରୁଟିହୋଇପାରେ ।କାରବାର ସମ୍ବନ୍ଧୀୟ ଯାତ୍ରାକରିବାକୁ ପଡିପାରେ । ପାଇସା ସମ୍ବନ୍ଧିତବଡ ଫଇସଲାଭାବିଚିନ୍ତି ନିଅନ୍ତୁ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୭

କୁମ୍ଭ -ଆପଣଙ୍କ ଧ୍ୟନ ଆଧ୍ୟାତ୍ମିକ ଦିଗରେ ଅଧିକଲାଗିରହିବ । ପୁରୁଣାବନ୍ଧୁଙ୍କସହିତସାକ୍ଷାତ୍ ଆଲୋଚନାଲାଭପ୍ରଦ ହୋଇପାରେ ।ଫେସନ ଡିଜାଇନିଙ୍ଗଛାତ୍ରଙ୍କଲାଗିଚାକିରିରସୁଯୋଗ ଆସିବ ।ପ୍ରେମରେସଫଳତାମିଳିବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୫ ।

ମୀନ – ଦିନଟି ଆପଣଙ୍କଲାଗି ଅନୁକୁଳ ।ସଫଳତାହାସଲକରିବାଲାଗିତତ୍ପରରହିବେ । ଆପଣଙ୍କ ଯାତ୍ରାଲାଭଦାୟକରହିବ ।ଗବେଷଣାରେ ନୂଆ ପରିଯୋଜନାମିଳିବ ।ଜୀବନସାଥୀଙ୍କଠାରୁଖୁବ୍ସୁନ୍ଦରଉପହାର ପାଇବେ ।ଶୁଭରଙ୍ଗଗାଢ ଧଳା ।ଶୁଭ ଅଙ୍କ ୬ ।

Share

Leave a Reply

Your email address will not be published. Required fields are marked *

14 + one =