ସୋମବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ଅଶ୍ୱିନୀ ଓ କୃିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପାରିବାରିକ ଶାନ୍ତି ମିଳିବ । ନୀଳ ସମ୍ପର୍କ ବିଛିନ୍ନ ହେବ । ଚେଷ୍ଟା ଶୁଭପ୍ରଦ ହେବ । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ପୁଣ୍ୟବାନ୍ ହେବେ । ର୍କୀିମାନ୍ ହୋଇପାରନ୍ତି । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ବୃଷ – ଆଇନଗତ ସମସ୍ୟା ଦୂର ହୋଇପାରେ । କର୍ମକୁଶଳତା ପ୍ରକାଶ ପାଇବ । ନୈତିକବଳ ବୃଦ୍ଧି ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ବୃଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ର୍କୃିକା ଓ ରୋହିଣି ଉପରୋକ୍ତ ଫଳ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମିଥୁନ – ଆଦ୍ର୍ର୍ର୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଦକ୍ଷତା ଓ ଅନୁଭୂତି ବୃଦ୍ଧି ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ଗୁରୁଜନଙ୍କ ଠାରୁ ସ୍ନେହ,ଶ୍ରଦ୍ଧା ଲାଭ କରିବେ । ଧାର୍ମିକ ହେବେ । ଚେଷ୍ଟା ଫଳବତୀ ହେବ । ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

କର୍କଟ – ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ମୂଲ୍ୟବାନ୍ ଦ୍ରବ୍ୟ ଲାଭ କରିବେ । ଅଧିକ ଧନ, ରତ୍ନ ପ୍ରାପ୍ତି ପାଇଁ ଆଶାବାଦୀ ହେବେ । ଉମ ମିତ୍ର କିମ୍ବା ସୁପୁତ୍ର ଲାଭ କରିପାରନ୍ତି । ଶାସ୍ତ୍ରବିଶାରତ ହୋଇପାରନ୍ତି । ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଫଳ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ସିଂହ – ମଘା ଓ ଉରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ନିଶ୍ଚିନ୍ତରେ ଦିନଟି ବିତାଇବେ । ବ୍ୟବସାୟ ଲାଭଜନକ ହେବ । ଦିର୍ଘଦିନର ଆଶା ପୂରଣ ହୋଇପାରେ । ଉମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଫାଲଗୁନୀର ସମାନ୍ୟ ଫଳ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

କନ୍ୟା – ଉରା ଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇ ପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ବ୍ୟୟର ପରିମାଣ ବଢିପାରେ । ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୫ ।

ତୁଳା- ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହୋଇପାରେ । ଚଳ ଚେଷ୍ଟିତ ହୋଇପାରନ୍ତି । ରୋଜଗାର ଆଶାନୁରୁପ ହୋଇପାରେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ବିଛା – ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଦେବ ପୂଜନରେ ଆଗ୍ରହୀ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରୀତି ଲାଭ କରିବେ । ସ୍ୱତ୍ୱାଧିକାରି ହୋଇପାରନ୍ତି । ର୍କୀିମାନ୍ ହେବେ । ଗୃହ ପରିବେଶ ଉମ ଧରଣର ହୋଇପାରେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୮ ।

ଧନୁ – ମୂଳା ଓ ଉରାଷାଢା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଦାନ-ଧର୍ମକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । କୁଶଳ ସମାଚାର ପାଇ ଖୁସି ହେବେ । ସନ୍ମାର୍ଗୀ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୪ ।

ମକର – ଉରାଷାଢ ଓ ଶ୍ରାବଣା ନକ୍ଷତ୍ର ଜାତ ବ୍ୟକ୍ତି ବିପଦ ଆପଦରୁ ର୍ବି ଯିବେ । ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ । ସ୍ୱାଭିମାନୀ ହୋଇପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି, ମାତ୍ର ସାବଧାନତାର ସହ କାର୍ଯ୍ୟ କରିବେ । ଶୁଭ ରଙ୍ଗ ନାଲି । ଶୁଭ ଅଙ୍କ ୧ ।

କୁମ୍ଭ – ଉରା ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରାତୃ ସ୍ନେହୀ ହେବେ । ବନ୍ଧୁ ସହଯୋଗ ପାଇବେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ସୁଭାଷୀ ଓ ଉମ ବିଦ୍ୟାଯୁକ୍ତ ହୋଇପାରନ୍ତି । ତେଜୀୟାନ ହେବେ । ଚଳ ଚେଷ୍ଟିତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୭ ।

ମୀନ – ଉରାଭାଦ୍ର ପଦ ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ମନୋବଳ ଦୃଢ ରହିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ପାଇବେ । ପ୍ରୀତି ଲାଭ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

Share

Leave a Reply

Your email address will not be published. Required fields are marked *

14 + fifteen =