ଆସନ୍ତା ୪ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା

ଆସନ୍ତା ୪ ତାରିଖ ସୁଦ୍ଧା ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ତେବେ ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପୂରା ଜୁନ୍ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷାରେ ହୋଇଛି । ଚାଷ ଆରମ୍ଭ ହୋଇସାରିଥିବା ବେଳେ ସ୍ୱଳ୍ପ ବୃଷ୍ଟି ପାଇଁ ଚିନ୍ତାରେ ଚାଷୀ । ସାରା ରାଜ୍ୟରେ ଜୁନରେ ମାତ୍ର ୧୩୧ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୩୯% କମ ।

Share

Leave a Reply

Your email address will not be published. Required fields are marked *

four × 1 =