Friday, October 30, 2026
Latestରାଜ୍ୟ

ଉନ୍ନତିକରଣ ସ୍ୱର୍ଗଦ୍ୱାର ପାଇଁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ

ପୁରୀ() ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ। ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟ ପାଇଁ ହେଲା ଉଚ୍ଛେଦ। ସ୍ମୃତିସ୍ଥଳ ହଟାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ରାତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହୋଇଛି। ଏବେ କେବଳ ସ୍ମୃତିରେ ରହିଛି ସମାଧିସ୍ଥଳ। ଅତି ସମ୍ମାନ ଓ ସତର୍କତା ସହ ସ୍ମୃତିପୀଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ୱର୍ଗଦ୍ୱାରର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୫କୋଟି ଅନୁଦାନ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

two × 1 =