୧୫ ଦିନିଆ ଡ୍ରାଇଭ ଆରମ୍ଭ

ଭୁବନେଶ୍ୱର() ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ, ‘ପାର୍ବଣ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢିଥାଏ । ସେଥି ପାଇଁ ୧୫ ଦିନିଆ ଡ୍ରାଇଭ ଆରମ୍ଭ ହୋଇଛି । ୱାରେଣ୍ଟି, ଜୁଆ ଓ ଅବକାରୀ ନେଇ ପ୍ରସ୍ତୁତ ହୋଇଛି ଏହି ଡ୍ରାଇଭ । ଗତ ୩ ଦିନରେ ୧୨ରୁ ୧୩ ଜଣଙ୍କୁ ଗିରଫ କରାଯାଇଛି । ଲୋକ ସହଯୋଗ କଲେ ଆମେ ସଫଳତା ପାଇବୁ ।’

Share

Leave a Reply

Your email address will not be published. Required fields are marked *

twenty + 14 =