ବିଦ୍ୟାଳୟର ଉପସ୍ଥାନ ଦେଖିବ ଲୋକ ସେବା ଭବନ

ଭୁବନେଶ୍ୱର() ଖୁବ୍ ଶୀଘ୍ର ସ୍କୁଲରେ ଲାଗୁ ହେବ ଅନ୍ଲାଇନ ଉପସ୍ଥାନ ବ୍ୟବସ୍ଥା । ଯାହାଫଳରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଲୋକସେବା ଭବନରୁ ସିଧାସଳଖ ଦେଖିବ ଗଣଶିକ୍ଷା ବିଭାଗ । ଏହା ଦ୍ବାରା ଜାଣି ହେବ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ । ପାଇଲଟ୍ ପ୍ରକଳ୍ପ ଭାବେ ପ୍ରତମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ । ଉପସ୍ଥାନ ସୂଚନା ଲାଗି ସିଧା ସ୍କୁଲରୁ ସିଧା ଲୋକସେବା ଭବନକୁ ସଂଯୋଗୀକରଣ ହେବ ।

Share

Leave a Reply

Your email address will not be published. Required fields are marked *

13 − six =